ଗୁରୁତ୍ୱ ଦେଲେନି ନବୀନ : ଦାମ ବାବୁଙ୍କ ଅଭିଯୋଗ ହାସ୍ୟାସ୍ପଦ, ଅବାନ୍ତର

ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ଜୋର ଧରିଲା ଭୁବନେଶ୍ୱର : ‘ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିଲେ। ତାଙ୍କର ସବୁ ଅଭିଯୋଗ ନିରାଧାର, ହାସ୍ୟାସ୍ପଦ ତଥା ଅବାନ୍ତର।’ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରି ଆଜି ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ସଂପର୍କରେ ଏଭଳି କ଼ଡ଼ା ମନ୍ତବ୍ୟ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କର ଏହି ଧାଡିକିଆ ଉତ୍ତର ରାଜନୈତିକ ମହଲରେ ଚର୍ଚାର ବିଷୟ … Continue reading ଗୁରୁତ୍ୱ ଦେଲେନି ନବୀନ : ଦାମ ବାବୁଙ୍କ ଅଭିଯୋଗ ହାସ୍ୟାସ୍ପଦ, ଅବାନ୍ତର